MTA(ALGEBRA) UNIT TWO
BACK
୧. ଶୂନ୍ୟସ୍ଥାନ ପୂରଣ କର ।
(i)
ସମୀକରଣରେ kର ମୂଲ୍ୟ
.......... ହେଲେ ଏହାର ଗୋଟିଏ ମୂଳ -2 ହେବ?
ANS=-5
(ii)
ସହସମୀକରଣର ମୂଳଦ୍ୱୟର ସମଷ୍ଟି
....................... ହେବ?
ANS=0
(iii)
ସହସମୀକରଣର ମୂଳଦ୍ୱୟ
ବାସ୍ତବ ଓ ସମାନ ହେଲେ kର ମାନ ....... ହେବ?
ANS=1/3
(iv)
ସମୀକରଣର ମୂଳଦ୍ୱୟ
ଓ
ହେଲେ
ର ମାନ ....... ହେବ?
ANS=-5
(v)
ସମୀକରଣର ଗୋଟିଏ ମୂଳ 1
ହେଲେ ଅନ୍ୟ ମୂଳଟି ........... ହେବ?
ANS=3
(vi) ଗୋଟିଏ ସଂଖ୍ୟା ଓ ଏହାର ଗୁଣନାତ୍ମକ ବିଲୋମୀର
ସମଷ୍ଟି 2 ହେଲେ ସଂଖ୍ୟାଟି .................. ହେବ ।
ANS=1
(vii)
ସମୀକରଣର
ପ୍ରଭେଦକ .................. ।
ANS=a^2-4bc
(viii)
ସମୀକରଣର ମୂଳଦ୍ୱୟର ସ୍ୱରୂପ .............. ହେବ ।
Ans=ଅପରିମେୟ ଓ ଅସମାନ
(ix) ଗୋଟିଏ ଦ୍ୱିଘାତ ସମୀକରଣର ମୂଳଦ୍ୱୟ 4 ଓ -5 ହେଲେ
ଉକ୍ତ ସମୀକରଣଟି ............... ହେବ ।
Ans=x^2+x-20=0
(x) ପ୍ରଥମ n ସଂଖ୍ୟକ ଯୁଗ୍ମ ସଂଖ୍ୟାଗୁଡ଼ିକର ସମଷ୍ଟି
110 ହେଲେ nର ମାନ ............. ଅଟେ ।
ANS=10
୨. କେବଳ ଉତ୍ତର ଲେଖ ।
(i)
ସମୀକରଣର ଗୋଟିଏ ମୂଳ
ଅନ୍ୟଠାରୁ 3 ଅଧିକ ହେଲେ p ର ମାନ କେତେ?
Ans=4
(ii) ପୂର୍ଣ୍ଣବର୍ଗରେ ପରିଣତ କରି ଦ୍ୱିଘାତ ସମୀକରଣର
ସମାଧାନ ପ୍ରଥମ କରି କେଉଁ ଭାରତୀୟ ଗଣିତଜ୍ଞଙ୍କ ଦ୍ୱାରା ସଂପାଦିତ ହୋଇଥିଲା?
Ans=ଶ୍ରୀଧର ଆଚାର୍ଯ୍ୟ
(iii)
ଦ୍ୱିଘାତ ସମୀକରଣର
ବାସ୍ତବ ବୀଜ କେଉଁ ସର୍ତ୍ତରେ ମିଳିବ?
Ans=k≤8/3
(iv)
ସମୀକରଣର ଗୋଟିଏ
ମୂଳ ଅନ୍ୟଟିର 4 ଗୁଣ ହେଲେ
ର ମାନ କେତେ ହେବ?
ans=25:4
(v)
କୁ ଏକ ଦ୍ୱିଘାତ ସମୀକରଣ ରୂପେ
ପ୍ରକାଶ କଲେ କେତେ ହେବ?
Ans=x^2-13x+36=0
(vi)
ସମୀକରଣର
ମୂଳଦ୍ୱୟ ପରସ୍ପର ଯୋଗାତ୍ମକ ବିଲୋମୀ ହେଲେ pର ମାନ କେତେ ହେବ?
(vii) mର ମାନ କେତେ ହେଲେ
ସମୀକରଣର ମୂଳଦ୍ୱୟ ବାସ୍ତବ ଓ ସମାନ ହେବ?
Ans=-2
Ans=±5
(viii) କେଉଁ ସର୍ତ୍ତରେ
ସମୀକରଣର
ବୀଜଦ୍ୱୟ ଗୁଣନାତ୍ମକ ବିଲୋମୀ ହେବ?
Ans=c=a
(ix)
ସମୀକରଣର ମୂଳଦ୍ୱୟର ଗୁଣଫଳ କେତେ?
Ans=2/3
(x) ଏକ ଦ୍ୱିଘାତ ସମୀକରଣର D > ୦ ହେଲେ ବୀଜଦ୍ୱୟର ସ୍ୱରୂପ କ’ଣ ହେବ?
Ans=ବାସ୍ତବ ଓ ଅସମାନ
୩. ରେଖାଙ୍କିତ ପଦକୁ
ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।
(i) ଦୁଇଟି ସଂଖ୍ୟାର ସମଷ୍ଟି 15 ଓ ସେମାନଙ୍କର ବ୍ୟୁତ୍କ୍ରମର
ସମଷ୍ଟି
ହେଲେ ସଂଖ୍ୟା ଦୁଇଟି 7 ଓ 8 ।
Ans=5 ଓ 10
(ii) ଗୋଟିଏ ସଂଖ୍ୟା ଏବଂ ଏହାର ଧନାତ୍ମକ ବର୍ଗମୂଳର
ସମଷ୍ଟି 72 ହେଲେ ସଂଖ୍ୟାଟି 8 ।
Ans=64
(iii)
ସମୀକରଣର ମୂଳଦ୍ୱୟ
ଓ
ହେଲେ
ମାନ 13।
Ans=37
(iv)
ଦ୍ୱିଘାତ ସମୀକରଣର
ମୂଳଦ୍ୱୟ 6 ଓ 5 ଅଟେ ।
Ans=11 ଓ -5
(v) ଏକ ଦ୍ୱିଘାତ ସମୀକରଣର ମୂଳଦ୍ୱୟର ସମଷ୍ଟି ଓ ଗୁଣଫଳ
ଯଥାକ୍ରମେ -7 ଓ 6 ହେଲେ ସମୀକରଣଟି
ହେବ ।
Ans=x^2+7x+6=0
(vi)
ସମୀକରଣର ବୀଜଦ୍ୱୟର
ଅନ୍ତର 3 ହେଲେ pର ମାନ -4 ହେବ ।
Ans=4
(vii)
ସମୀକରଣର ମୂଳଦ୍ୱୟର ସମଷ୍ଟି,
ଗୁଣଫଳଠାରୁ 3 ଅଧିକ ।
Ans=1
(viii)
ସମୀକରଣର
ମୂଳଦ୍ୱୟ ଏକ ଓ ଅଭିନ୍ନ ହେଲେ, mର ମୂଲ୍ୟ 7 ହେବ
।
Ans=1/2 ବା 2
(ix)
ସମୀକରଣର ବୀଜଦ୍ୱୟ
ଓ
ହେଲେହେଲେ
-
ର ମାନ 2 ହେବ ।
Ans=±3
(x) 1 ଓ –1 ମୂଳ ବିଶିଷ୍ଟ ଦ୍ୱିଘାତ ସମୀକରଣଟି
ହେବ ।
Ans=x^2-1=0
Comments
Post a Comment