MTA(ALGEBRA) UNIT THREE
BACK
୧. ଶୂନ୍ୟସ୍ଥାନ
ପୂରଣ କର ।
(i)1.05,
1.55, 2.05, …….. A.P. ର d ର ମାନ ......... ହେବ ।
1(i)-0.5
(ii) 20,17,14,11 ........ A.P. ର
=...... ।
1(ii)--25
(iii)
+ ......... ର
= ............
ହେବ?
1(iii)-3/20
(iv) ଗୋଟିଏ A.P.ର d ର ମାନ 3, ଏହାର ସମସ୍ତ ପଦକୁ 2 ଗୁଣ କଲେ ନୂତନ A.P.ର d ର ମାନ ......... ହେବ ।
1(iv)-6
(v) 30 ଓ 50 ମଧ୍ୟରେ ୩ଟି A.M.
ଥିଲେ ସେମାନଙ୍କର
ସମଷ୍ଟି ......... ହେବ ।
1(v)-120
୨. କେବଳ ଉତ୍ତର
ଲେଖ ।
(i) ଗୋଟିଏ A.P.
ର
ହେଲେ ଏହାର
କେତେ ହେବ?
2(i)-121
(ii) 5,7,9 ..................... ର କେତୋଟି ପଦର ସମଷ୍ଟି 221 ହେବ?
2(ii)-13
(iii)x+1,
5, x+4 ଏକ A.P.ରେ ଥିଲେ Xର ମାନ କେତେ?
2(iii)-5/2
(iv) ପ୍ରଥମ 20ଟି, 5ର ଗୁଣିତକ ସଂଖ୍ୟାମାନଙ୍କର ସମଷ୍ଟି କେତେ ହେବ?
2(iv)-1050
(v) 7 ଓ 37 ମଧ୍ୟରେ ଯଦି 4ଟି A.M. ଥାଏ, ତେବେ ସାଧାରଣ ଅନ୍ତରର ମାନ କେତେ?
2(v)-6
୩. ଠିକ୍ ଉକ୍ତି
ପାଇଁ T ଓ ଭୁଲ୍ ଉକ୍ତି ପାଇଁ F ଲେଖ ।
(i) ଗୋଟିଏ A.P.
ର
ଏହାର
ଠାରୁ 27 କମ୍ ହେଲେ ସାଧାରଣ ଅନ୍ତର 4.5 ହେବ ।
3(i)-T
(ii) ଏକ A.P. ର
ହେଲେ
ର ମାନ 1 ହେବ ।
3(ii)-F
(iii) 0.2, 0.22, 0.222, 0.2222 ଏକ A.P. ରେ ଅବସ୍ଥିତ ।
3(iii)-F
(iv)
ଓ
ର A.M.
।
3(iv)-T
(v)
ହେଲେ
ହେବ ।
3(v)-F
୪. ‘କ’ ସ୍ତମ୍ଭରେ
ଥିବା ସଂଖ୍ୟା ଅନୁକ୍ରମମାନଙ୍କର ସମଷ୍ଟି ‘ଖ’ ସ୍ତମ୍ଭ ସହିତ ମିଳନ କର ।
‘କ’ ସ୍ତମ୍ଭ ‘ଖ’
ସ୍ତମ୍ଭ
(n ସଂଖ୍ୟକ ପର୍ଯ୍ୟନ୍ତ) (ସମଷ୍ଟି)
(i)
(a) n(n+1)
(ii)
(b)
(iii) 1+2+3+ .... (c)%7D%7D%7B2%7D)%5E2%7D)
(iv) 2+4+6+
…. (d)
(v) 1+3+5+.... (e)%7D%7D%7B2%7D)
No.4-i-c, ii-b, iii-e, iv-a, v-d
୫. ଗୋଟିଏ ବାକ୍ୟରେ
ଉତ୍ତର ଲେଖ ।
(i) ସମାନ୍ତର ପ୍ରଗତି କାହାକୁ
କୁହାଯାଏ?
(i) ଯଦି କୌଣସି ଅନୁକ୍ରମର ପ୍ରତ୍ୟେକ ପଦରୁ (ପ୍ରଥମଟି ବ୍ୟତୀତ) ପୂର୍ବ ପଦର ବିୟୋଗଫଳ ସର୍ବଦା ସମାନ ହୁଏ, ତେବେ ଅନୁକ୍ରମଟିକୁ ସମାନ୍ତର ପ୍ରଗତି କୁହାଯାଏ ।
(ii) ସମାନ୍ତର ମଧ୍ୟକ କାହାକୁ
କୁହାଯାଏ?
(ii) ଦୁଇଟି ସଂଖ୍ୟା ଦତ୍ତ ଥିଲେ ସେ ସଂଖ୍ୟାଦ୍ୱୟର ଠିକ୍ ମଝିସଂଖ୍ୟାକୁ ସମାନ୍ତର ମଧ୍ୟକ କୁହାଯାଏ ।
(iii) ସାଧାରଣ ପଦ କାହାକୁ
କୁହାଯାଏ?
(iii) କୌଣସି ଏକ ସଂଖ୍ୟା ଅନୁକ୍ରମର nତମ ପଦକୁ ସାଧାରଣ ପଦ କୁହାଯାଏ ।
(iv) ସାଧାରଣ ଅନ୍ତର କାହାକୁ
କୁହାଯାଏ?
(iv) କୌଣସି ସମାନ୍ତର ପ୍ରଗତିର ପ୍ରତ୍ୟେକ ପଦରୁ (ପ୍ରଥମ ପଦକୁ ଛାଡ଼ି) ତାର ପୂର୍ବପଦର ବିୟୋଗଫଳକୁ ସାଧାରଣ ଅନ୍ତର କୁହାଯାଏ ।
(v) ସଂଖ୍ୟା ଅନୁକ୍ରମ କାହାକୁ
କୁହାଯାଏ?
(v) କୌଣସି ଏକ ନିୟମକୁ ଭିତ୍ତି କରି ନିର୍ଦ୍ଦିଷ୍ଟ କ୍ରମରେ ଥିବା ସଂଖ୍ୟାଗୁଡ଼ିକୁ ଏକ ସଂଖ୍ୟା ଅନୁକ୍ରମ କୁହାଯାଏ ।
Comments
Post a Comment