MTA(ALGEBRA) UNIT ONE

BACK

୧. ଶୂନ୍ୟସ୍ଥାନ ପୂରଣ କର ।
(i)5x-7y=25 ଓ 7x-5y=23 ସହସମୀକରଣ ଦ୍ୱୟରୁ x+y ର ମାନ ...... ହେବ
ANS=-1
(ii) 9x+ky-1=0  ଏବଂ 3x+4y-2=0 ସହସମୀକରଣ ଦ୍ୱୟ ସଂଗତ ଓ ସ୍ୱତନ୍ତ୍ର ହେଲେ k ର ମାନ ...... ହେବ
ANS=k not equal to 12
(iii)\frac{x}{3} - y = 0 ଓ x - \frac{y}{3} = 8 ହେଲେ ସହସମୀକରଣ ଦ୍ୱୟର ସମାଧାନଟି ....... ହେବ?
ANS=(9.3)
(iv)\Delta x = 18,\Delta y = 12 ହେଲେ x:y ର ମାନ ............ ହେବ
ANS=3:2
(v) k=3  ହେଲେ x+ky=2 ଓ 4x+12y=8 ସମୀକରଣଦ୍ୱୟର ....... ସଂଖ୍ୟକ ସମାଧାନ ରହିବ
ANS=ଅସଂଖ୍ୟ
(vi) ...... ସର୍ତ୍ତରେ {a_1}x + {b_1}y = 0 ଓ {a_2}x + {b_2}y = 0 ସହସମୀକରଣ ଦ୍ୱୟର ଅନନ୍ୟ ସମାଧାନ ସମ୍ଭବ
ANS=a1/a2 not equal to b1/b2
(vii)x=4 ଓ y=3 ସମୀକରଣଦ୍ୱୟର ଛେଦବିନ୍ଦୁଦ୍ୱୟର ସ୍ଥାନାଙ୍କ .................. ହେବ
ANS=(4,3)
(viii) ଦୁଇ ଅଙ୍କ ବିଶିଷ୍ଟ ଏକ ସଂଖ୍ୟାରୁ ତା’ର ଅଙ୍କଦ୍ୱୟର ସମଷ୍ଟି ବିୟୋଗ କଲେ ବିୟୋଗଫଳ ସର୍ବଦା ................. ଦ୍ୱାରା ବିଭାଜ୍ୟ ହେବ
ANS=9
୨. କେବଳ ଉତ୍ତର ଲେଖ ।
(i)kର କେଉଁ ମୂଲ୍ୟ ପାଇଁ 8x+5y-9=0 , kx+10y-15=0 ସହସମୀକରଣଦ୍ୱୟର ଲେଖଚିତ୍ର ସମାନ୍ତର ହେବ
ANS=16
(ii) \left| {\begin{array}{ccccccccccccccc}
4&2\\
x&3
\end{array}} \right| = \left| {\begin{array}{ccccccccccccccc}
2&{ - 1}\\
3&4
\end{array}} \right|  ହେଲେ x ର ମାନ କେତେ?
ANS=1/2
(iii) tx+2y=0 ଏବଂ 3x+ty=0 ସହସମୀକରଣ ଦ୍ୱୟ ସଂଗତ ଓ ନିର୍ଭରଶୀଳ ହେଲେ tର ମାନ କେତେ
ANS=+- root 6
(iv)p ର କେଉଁ ମାନ ପାଇଁ px+2y-10=0, ସମୀକରଣର ଅନ୍ୟତମ ସମାଧାନ (1, 1) ହେବ
ANS=8
(v) ଗୋଟିଏ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ଦଶକ ସ୍ଥାନୀୟ ଅଙ୍କ ଏକକ ସ୍ଥାନୀୟ ଅଙ୍କଠାରୁ 2 ଅଧିକ, ଏକକ ସ୍ଥାନୀୟ ଅଙ୍କଟି x ହେଲେ ସଂଖ୍ୟାଟି କେତେ
ANS=11X+20
(vi) A =  \left( {\begin{array}{ccccccccccccccc}
5&2\\
4&3
\end{array}} \right)   ହେଲେ  \left| A \right|  ର ମାନ କେତେ
ANS=7
(vii) 375x+288y=0 ଓ 387x+1073y=0 ସମୀକରଣଦ୍ୱୟର ସମାଧାନ କେତେ
ANS=(0,0)
(viii) ଦୁଇଟି ସଂଖ୍ୟାର ସମଷ୍ଟି 75 । ଏହା ସଂଖ୍ୟା ଦୁଇଟିର ବିୟୋଗଫଳଠାରୁ 40 ଅଧିକ ହେଲେ ବଡ଼ ସଂଖ୍ୟାଟି କେତେ
ANS=55
(ix) କ୍ରାମରଙ୍କ ପ୍ରଣାଳୀରେ ସହସମୀକରଣ ଦ୍ୱୟ ସମାଧାନ ହେବା ପାଇଁ ଆବଶ୍ୟକୀୟ ସର୍ତ୍ତଟି କ’ଣ
ANS=Delta not equal to 0
୩. ଭୁଲ ଉକ୍ତି ପାଇଁ T ଓ ଠିକ୍ ଉକ୍ତି ପାଇଁ F ଲେଖ ।
(i) X+Y=5 ଓ X-Y=1 ସହସମୀକରଣଦ୍ୱୟର ଲେଖଚିତ୍ର ପରସ୍ପରକୁ ଗୋଟିଏ ବିନ୍ଦୁରେ ଛେଦ କରିବ
ANS=T
(ii)  \left| {\begin{array}{ccccccccccccccc}
3&{x + 2}\\
2&{ - 1}
\end{array}} \right| =11 ହେଲେ x ର ମାନ 7
ANS=F
(iii)  \frac{1}{x} + \frac{1}{y} = 6  \frac{1}{x} - \frac{1}{y} = 2  ସମୀକରଣଦ୍ୱୟର ସମାଧାନ (4\frac{1}{2}) । 
ANS=F
(iv) ଗୋଟିଏ ମାଟ୍ରିକ୍ସର ଧାଡ଼ି ସଂଖ୍ୟା ସହ ସ୍ତମ୍ଭ ସଂଖ୍ୟା ସମାନ ହେଲେ ତାକୁ ବର୍ଗ ମାଟ୍ରିକ୍ସ କହନ୍ତି । 
ANS-T
(v) x = 3 ସମୀକରଣର ଲେଖଚିତ୍ର y- ଅକ୍ଷ ପ୍ରତି ଲମ୍ବ ହେବ । 
ANS=F
(vi) x+2y=0 ସମୀକରଣର ଲେଖଚିତ୍ର y- ଅକ୍ଷ ସହ ସମାନ୍ତର ହେବ । 
ANS-F
(vii) pର ମାନ -1 ହେଲେpx-y=5 ଓ x+2y=11 ସହସମୀକରଣଦ୍ୱୟ ଅସଂଗତ ହେବ । 
ANS-F
(viii) 2x-3y-5=0 ସମୀକରଣରେ yର ମାନ \frac{{2x - 5}}{3}  
ANS-T

Comments

Popular posts from this blog

WELCOME