MIL UNIT-01
BACK
୧-ଏକ ପଦରେ ଉତ୍ତର ଲେଖ ।
(କ) ଘଟୋତ୍କଚଙ୍କ ପିତାଙ୍କ ନାମ କ ଣ ?
(ଖ) ମାନଗୋବିନ୍ଦ
କିଏ ?
(ଗ) ଦୁର୍ଯ୍ୟୋଧନ ସନ୍ତାନମାନଙ୍କୁ କ’ଣ ବୋଲି କହିଛନ୍ତି ?
(ଘ) ଅଶ୍ୱତ୍ଥାମା
କାହାର ପୁତ୍ର ?
(ଙ) ଗାନ୍ଧାରୀ
ଯମୁନା ନଦୀ କୂଳରେ କାହାକୁ ଭେଟିଥିଲେ?
(କ) ଭୀମ (ଖ) ଦୁର୍ଯ୍ୟୋଧନ (ଗ) କଳ୍ପତରୁ (ଘ) ଦ୍ରୋଣ (ଙ) ଦୁର୍ବାସା
୨- ଶୂନ୍ୟସ୍ଥାନ ପୂରଣ କର ।
(କ) ................. ବିସର୍ଜିଲା ମୃଧୁନା ଗଲା ଫାଟି ।
(ଖ) ପାଦେଣ ଟାଳିଲି ମୁଁ ୟେଡେକ ............... ।
(ଗ) ପାଣ୍ଡବ ନୋହନ୍ତି ୟେ ଦ୍ରୋପତୀ ............... ।
(ଘ) ଅଭିମନ୍ୟୁ ମଲା .................... ନାଶ ଗଲା ।
(ଙ) ଗତ ଆଗତ ବୁଡ଼ିଲା ୟେ ତୋହୋର ............. ।
(କ) ପ୍ରାଣ (ଖ) ସଂପ୍ରଧି (ଗ) ପାଞ୍ଚବତ୍ସ (ଘ) ଘଟଉତ୍କଚ (ଙ) କୃତ୍ୟେ
୩. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ସମୟ ସ୍ରୋତରେ ଲେଖକ କିରି ଭାସି ଚାଲିଛନ୍ତି ?
(ଖ) ‘ଗୋବିନ୍ଦ ଭାଇ’
କି ପ୍ରକାର ଲୋକ ?
(ଗ) ‘ସାର ମାଉସୀ’
ଆଗେ ଲେଖକଙ୍କୁ କ’ଣ କହି ପଚାରୁଥିଲା?
(ଘ) କାହାକୁ
ମହାଭାରତର କର୍ଣ୍ଣଧାର ବୋଲି କୁହାଯାଇଛି?
(ଙ) ଲେଖକ କାହାକୁ
ଧାତ୍ରୀ ଓ ଶିକ୍ଷୟିତ୍ରୀ ବୋଲି କହିଛନ୍ତି?
(କ) ସମୟ ସ୍ରୋତରେ ଲେଖକ ନିଃସହାୟ ଶୁଷ୍କ ତୃଣ ପରି ଭାସି ଚାଲିଛନ୍ତି । (ଖ) ଗୋବିନ୍ଦ ଭାଇ ଆଜୀବନ ଅକର୍ମା ଓ ଅବିବାହିତ ଲୋକ । (ଗ) ସାର ମାଉସୀ ଆଗେ ଲେଖକଙ୍କୁ ଦେଖିଲେ, “କେବେ ଆସିଲୁ ବାପା?” ପଚାରୁଥିଲା । (ଘ) ଶ୍ରୀକୃଷ୍ଣଙ୍କୁ ମହାଭାରତର କର୍ଣ୍ଣଧାର ବୋଲି କୁହାଯାଇଛି? (ଙ) ଲେଖକ ନିଜର ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ ବୋଲି କହିଛନ୍ତି?
୪. ‘କ’ ସ୍ତମ୍ଭର ପ୍ରତ୍ୟେକ ପଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ପଦ ଯୋଗ କର ।
‘କ’ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଭ୍ରଂକଷ ପଦପଲ୍ଲବ
ସ୍ତୂପୀକୃତ ପ୍ରଭାସତୀର୍ଥ
ଯୁକ୍ତିବାଦୀ ପ୍ରାସାଦ
ଦୋଳାୟମାନ ମେଘ
ଏରକାର ଜୀବ
ଧରଣୀ
ଅଭ୍ରଂକଷ - ପ୍ରାସାଦ ସ୍ତୂୀକୃତ - ମେଘ ଯୁକ୍ତିବାଦୀ - ଜୀବ ଦୋଳାୟମାନ - ପଦପଲ୍ଲବ ଏରକାର - ପ୍ରଭାସତୀର୍ଥ
୫. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ଜୟଦେବ ଓ ମିଶ୍ରବାବୁ ପାହାନ୍ତିଆ ପ୍ରହରରୁ ଉଠି କ’ଣ କରୁଥିଲେ?
(ଖ) ସୃଷ୍ଟିଚକ୍ରର ଗୋଟିଏ
ଘୂର୍ଣ୍ଣନ ପରେ ପୁଣି ଥରେ କ’ଣ ଆରମ୍ଭ ହେବ?
(ଗ) ମୁନ୍ନାର ବାପା
ପିଞ୍ଜରା କାହାକୁ କହିଛନ୍ତି?
(ଘ) ମଣିଷ ମାନେ
‘ମାୟା’ କାହାକୁ କହନ୍ତି?
(ଙ) ମୁକ୍ତି
ଚାହୁଁଥିବା କେହି କେହି ଦାଢ଼ି କାହିଁକି ରଖନ୍ତି?
(କ) ଜୟଦେବ ଓ ମିଶ୍ରବାବୁ ପାହାନ୍ତିଆ ପ୍ରହରରୁ ଉଠି ଚା’ ପିଇବା ସହିତ ଗପ କରୁଥିଲେ । (ଖ) ସୃଷ୍ଟିଚକ୍ରର ଗୋଟିଏ ଘୂର୍ଣ୍ଣନ ପରେ ପୁଣି ଥରେ ସତ୍ୟଯୁଗ ଆରମ୍ଭ ହେବ । (ଗ) ମୁନ୍ନାର ବାପା ଧଳାକୋଠାଗୁଡ଼ିକୁ ପିଞ୍ଜରା ବୋଲି କହିଛନ୍ତି । (ଘ) ଅନ୍ୟକୁ ଛନ୍ଦିବାକୁ ଯାଇ ନିଜେ ଛନ୍ଦି ହୋଇଯିବା ପ୍ରକ୍ରିୟାକୁ ମଣିଷମାନେ ମାୟା କହନ୍ତି । (ଙ) ମୁକ୍ତି ଚାହୁଁଥିବା କେହିକେହି ଦାଢ଼ିକୁ ତାଙ୍କ ସାଧନାର ପ୍ରତୀକ ରୂପେ ରଖନ୍ତି ।
୬. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
(କ) “ଦାଢ଼ିଆ ବୁଢ଼ା ଏ ଘରକୁ ନୂଆ ଆସିଛି ନା” - ଏ ପ୍ରଶ୍ନ କାହାର ଥିଲା?
(ଖ) ଜୟଦେବ ବାବୁଙ୍କ
ଝିଅର ନାମ କ’ଣ?
(ଗ) ଝିଅ ଓ ନାତି
ନାତୁଣୀଙ୍କୁ ରେଳ ଗାଡ଼ିରେ ବସାଇବାକୁ ଜୟଦେବ ବାବୁ କେଉଁ ଷ୍ଟେସନକୁ ଯାଇଥିଲେ?
(ଘ) ବନ୍ଧନର ରଜ୍ଜୁ
କିଏ?
(ଙ) କେଉଁମାନେ
ଅଧର୍ମ କରନ୍ତିନି ବୋଲି ଭଗବାନ ଥରେ ବି ସେ ଜନ୍ମ ନେଇ ନାହାନ୍ତି?
(କ) ମୁନାର (ଖ) ସରିତା (ଗ) କେସିଙ୍ଗା (ଘ) ସ୍ନେହ (ଙ) ଚଢ଼େଇ
୭. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ବାକ୍ୟ କାହାକୁ କୁହାଯାଏ?
(ଖ) ‘ଗଛଟି ପାଣିରେ
ଜଳିଗଲା’- କ’ଣ ଅଭାବରୁ ଏହା ଏକ ଶୁଦ୍ଧ ବାକ୍ୟ ହୋଇପାରିବ ନାହିଁ ।
(ଗ) ଖଣ୍ଡବାକ୍ୟ କାହାକୁ କହନ୍ତି?
(ଘ) ଆସତ୍ତି କ’ଣ?
(ଙ) ଦ୍ୱିକର୍ମକ
କ୍ରିୟାର ମୁଖ୍ୟ କର୍ମ କେଉଁଠାରେ ବ୍ୟବହାର କରାଯାଏ?
(କ) ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ । (ଖ) ‘ଯୋଗ୍ୟତା’ ଅଭାବରୁ ଏହା ବାକ୍ୟ ହୋଇପାରିବ ନାହିଁ । (ଗ) ସମସ୍ତ ବାକ୍ୟର ସମାପି କା କି ୍ରୟାଯୁ କ୍ତଅଂଶଟି କୁ ଖଣ୍ଡବାକ୍ୟ କୁହାଯାଏ । (ଘ) ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସତ୍ତି । (ଙ) ଦ୍ୱିକର୍ମକ କ୍ରିୟାର ମୁଖ୍ୟକର୍ମ, ଗୌଣକର୍ମ ପରେ ବ୍ୟବହାର କରାଯାଏ ।
୮. ଅଶୁଦ୍ଧି ସଂଶୋଧନ କର ।
(କ) ଦୂରାବସ୍ଥା
(ଖ) ପୌରହିତ୍ୟ
(ଗ) ଭୂବନେଶ୍ୱର
(ଘ) ଅନୁସୂୟା
(ଙ) ପୂଜ୍ୟାସ୍ପଦ
(କ) ଦୁରବସ୍ଥା (ଖ) ପୌରୋହିତ୍ୟ (ଗ) ଭୁବନେଶ୍ୱର (ଘ) ଅନସୂୟା (ଙ) ପୂଜାସ୍ପଦ
୯. ନିମ୍ନଲିଖିତ ରୂଢି଼/ ଲୋକବାଣୀର ଅର୍ଥ ଲେଖ ।
(କ) ଉଷୁନା ଧାନ ଗଜାହେବା
(ଖ) କୁହାମୁଣ୍ଡା କପିଳା
(ଗ) ଘରଢ଼ିଙ୍କି କୁମ୍ଭୀର
(ଘ) ସଭାରେ ହାଣ୍ଡି ଭାଙ୍ଗିବା
(ଙ) ହାତ ଅଳସେ ନିଶ ବଙ୍କା
(କ) ଅସମ୍ଭବ କଥା ସମ୍ଭବ ହେବା (ଖ) ବହୁ ଅବାନ୍ତର କଥା କହିବା (ଗ) ନିଜ ଲୋକ ଶତ୍ରୁ (ଘ) ଗୁପ୍ତକଥା ପ୍ରଘଟ କରିବା (ଙ) ଅଳସୁଆ ଦୁଃଖ ପାଏ
୧୦. ଠିକ୍ ଥିଲେ(ü) ଚିହ୍ନ ଓ ଭୁଲ୍
ଥିଲେ (û ) ଚିହ୍ନ ଦିଅ ।
(କ) ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ଯମକ ଅଳଙ୍କାର ହୁଏ ।
(ଖ) ରାମକେରୀ ଛନ୍ଦର ପ୍ରତିପାଦରେ ୧୬ଟି ଅକ୍ଷର ଥାଏ ।
(ଗ) “ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀମନ” । ଏହା ନବାକ୍ଷରୀ ଛନ୍ଦରେ ରଚିତ ।
(ଘ) ମିତ୍ରାକ୍ଷର ଛନ୍ଦ ଚାରିଭାଗରେ ବିଭକ୍ତ ।
(ଙ) ‘ଯମକ’କୁ ଶବ୍ଦାଳଙ୍କାର କୁହାଯାଏ ।
(କ)ଭୁଲ (ଖ)ଠିକ (ଗ)ଠିକ (ଘ)ଭୁଲ (ଙ)ଠିକ
Comments
Post a Comment