SAMPADAKIYA

SAMPADAKIYA

ଜୟ ଜଗନ୍ନାଥ
ଚଳିତ ବର୍ଷ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ତରଫରୁ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ନୂତନ ପଦ୍ଧତିର ପ୍ରଶ୍ନପତ୍ରର ସମ୍ମୁଖୀନ ହେବେ। ତାକୁ ଆଖି ଆଗରେ ରଖି ସେମାନଙ୍କ ପାଇଁ ପ୍ରଶ୍ନ ପତ୍ର ଏଥିରେ ଦିଆ ଯାଇଛି । ତାହାର ସୁଯୋଗ ନେଇ ଛାତ୍ରଛାତ୍ରୀମାନେ ଉପକୃତ ହୋଇ ପାରିଲେ ଆମ ପରିଶ୍ରମ ସାର୍ଥକ ହେବ ।
ଜୟ ଜଗନ୍ନାଥ ।
 *  ABOUT ME      *    DIRECTOR'S MESSAGE     *   ADVISOR'S MESSAGE    *    SAMPADAKIYA      *    CONTENTS   *

Comments

Post a Comment

Popular posts from this blog

WELCOME